କାମ ଦେଉନି କଳାଧନ ଛାଟ

ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢ଼ିଲା ୫୦% , ୨୦୧୭ରେ ଜମା ପରିମାଣ ୭୦୦୦ କୋଟି ଟଙ୍କା ଜୁରିକ୍‌/ନୂଆଦିଲ୍ଲୀ : ବିଦେଶରେ ଜମା ହେଉଥିବା କଳାଧନ ଉପରେ ଅଙ୍କୁଶ ଲଗାଇବା ଲାଗି ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଉ କାମ ଦେଉନି। ସନ୍ଦିଗ୍‌ଧ କଳାଧନ ଉପରେ ତନାଘନା ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ୨୦୧୬ରେ ଏଥିରେ ବ୍ରେକ୍‌ ଲାଗିଥିଲେ ମଧ୍ୟ ଗତ ବର୍ଷ ଏହା ୫୦ ଭାଗ … Continue reading କାମ ଦେଉନି କଳାଧନ ଛାଟ